ବିଜେପିରେ ସାମିଲ ହେଲେ ପ୍ରକାଶ ବେହେରା

ବିଜେପିରେ ସାମିଲ ହେଲେ ପ୍ରକାଶ ବେହେରା

ବିଜେପିରେ ସାମିଲ ହେଲେ ପ୍ରକାଶ ବେହେରା
ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । ଆଜି ଦିଲ୍ଲୀ ମୁଖ୍ୟକାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୋଗ ଦେଲେ । ଗତକାଲି ଶ୍ରୀ ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ପ୍ରକାଶ ବେହେରା ବିଜେପିରେ ଯୋଗଦେଇଛନ୍ତି ।