ବିଜେପି ସାଂସଦ ଓ ବିଧାୟକମାନେ ପଇସା ଦେଇ ଟିକା ନେବେ

ବିଜେପି ସାଂସଦ ଓ ବିଧାୟକମାନେ ପଇସା ଦେଇ ଟିକା ନେବେ

ବିଜେପି ସାଂସଦ ଓ ବିଧାୟକମାନେ ପଇସା ଦେଇ ଟିକା ନେବେ
ନୂଆଦିଲ୍ଲୀ: ଆରମ୍ଭ ହୋଇଥିବା ଦ୍ୱିତୀୟ ଦଫା କୋଭିଡ ଟିକାକରଣ ପାଇଁ ଯୋଗ୍ୟ ବିବେଚିତ ବିଜେପିର ବିଧାୟକ ଓ ସାଂସଦମାନେ ସରକାରୀ କେନ୍ଦ୍ରରେ ନିଶୁଳ୍କ ଟିକା ନ ନେଇ ଘରୋଇ କେନ୍ଦ୍ରରେ ପଇସା ଦେଇ ଟିକା ନେବାକୁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହା ଦ୍ୱାରା ମାତ୍ର ୨୫୦ ଟଙ୍କା ଖର୍ଚ୍ଚ କରି ସେମାନେ ଲୋକଙ୍କ ପାଖରେ ଭରସା ଯୋଗ୍ୟ ହେବା ସହ ଟିକା ପ୍ରତି ଲୋକଙ୍କର ଆତ୍ମ ବିଶ୍ୱାସ ବଢ଼ାଇପାରିବେ ଏବଂ ଅଧିକ ସଂଖ୍ୟାରେ ହିତାଧିକାରୀଙ୍କ ପାଇଁ ମାଗଣା ଟିକା ନେବାକୁ ସୁଯୋଗ ଦେଇପାରିବେ ବୋଲି ଦଳ ସ୍ପଷ୍ଟ କରିଛି ।