ବିଜେଡିରୁ ନିଲମ୍ବନ ହେଲେ ଏହି ନେତା

ବିଜେଡିରୁ ନିଲମ୍ବନ ହେଲେ ଏହି ନେତା

ବିଜେଡିରୁ ନିଲମ୍ବନ ହେଲେ ଏହି ନେତା

ଭୁବନେଶ୍ୱର : ବିଜେଡିରୁ ନରେଶ ଚନ୍ଦ୍ର ମହାନ୍ତିଙ୍କୁ ବୁଧବାର ନିଲମ୍ବନ କରାଯାଇଛି। ଯାଜପୁରର ପୂର୍ବତନ ଜିଲା ପରିଷଦ ସଭାପତି ହେଲେ ନରେଶ ମହାନ୍ତି। ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଦଳରୁ ନରେଶଙ୍କୁ ନିଲମ୍ବନ କରାଯାଇଛି। ଏନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ପକ୍ଷରୁ ସୂଚନା ମିଳିଛି।