ବିକାଶ ଅଭିମୁଖୀ ବଜେଟ୍ : ନବୀନ

ବିକାଶ ଅଭିମୁଖୀ ବଜେଟ୍ : ନବୀନ

ବିକାଶ ଅଭିମୁଖୀ ବଜେଟ୍ : ନବୀନ
ଭୁବନେଶ୍ୱର: ଆଜି ବିଧାନସଭାରେ ନବୀନ ସରକାରଙ୍କ ୫ମ ପାଳିର ପ୍ରଥମ ବଜେଟ ଉପସ୍ଥାପିତ ହୋଇଛି । ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏଥରର ବଜେଟ୍ ବିକାଶ ଅଭିମୁଖୀ ବଜେଟ୍ । ଆହୁରି କହିଛନ୍ତି ଗରୀବ, କୃଷକ ଓ ମହିଳାଙ୍କୁ ସୁହାଇବା ଭଳି ବଜେଟ୍ ହୋଇଛି । କାଳିଆ , ମହିଳା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଇଛି । ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଯାଏ ସ୍ୱାସ୍ଥ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି । କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ।