ବାସାଗୁଡାରେ ପହଂଚିଲେ ରାକେଶ୍ୱର

ବାସାଗୁଡାରେ ପହଂଚିଲେ ରାକେଶ୍ୱର

ବାସାଗୁଡାରେ ପହଂଚିଲେ ରାକେଶ୍ୱର
ଭୁବନେଶ୍ୱର: ବାସାଗୁଡାରେ ପହଂଚିଲେ ଅପହୃତ ଯବାନ ରାକେଶ୍ୱର ସିଂ ମାନହାସ । କଡା ସୁରକ୍ଷା ବଳୟ ମଧ୍ୟରେ ଆମ୍ବୁଲାନ୍ସରେ ଯବାନ ରାକେଶ୍ୱର ପହଂଚିଛନ୍ତି । ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ । ବିଜାପୁର ମାଓ ହମଲା ପରେ ଅପହୃତ ହୋଇଥିଲେ ଯବାନ । ୩ ଏପ୍ରିଲ ଠାରୁ ଯବାନଙ୍କୁ ନିଜ କବଜାରେ ରଖିଥିଲେ ମାଓବାଦୀ । ସୂଚନା ଅନୁସାରେ, ବିଜାପୁର ତରେଇ ଜଲଙ୍ଗରେ ଛାଡିଥିବା ଜଣାଯାଇଛି । ୨ ଜଣ ସାମଜସେବୀଙ୍କ ମଧ୍ୟସ୍ଥତାରେ ଅପହୃତ ଯବାନଙ୍କୁ ଛାଡିଲେ । ପ୍ରଦ୍ମଶ୍ରୀ ଧରମପାଲ ସାଇନି, ଗଣ୍ଡୱାନା ସମାଜ ମୁଖ୍ୟ ମଧ୍ୟସ୍ଥତା କରିଥିଲେ ।