ବାଥରୁମରେ ପାଣି ଭର୍ତ୍ତି ବାଲଟି ବଦଳାଇ ପାରେ ଆପଣଙ୍କ ଭାଗ୍ୟ

ବାଥରୁମରେ ପାଣି ଭର୍ତ୍ତି ବାଲଟି ବଦଳାଇ ପାରେ ଆପଣଙ୍କ ଭାଗ୍ୟ

ବାଥରୁମରେ ପାଣି ଭର୍ତ୍ତି ବାଲଟି ବଦଳାଇ ପାରେ ଆପଣଙ୍କ ଭାଗ୍ୟ


ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁଶାସ୍ତ୍ରର ଜ୍ୟୋତିଷଶାସ୍ତ୍ରର ବିଶେଷ ମହାତ୍ତ୍ବ ରହିଛି। ସେଭଳି କୁହାଯାଏ ଯେ ବାସ୍ତୁର ନିୟମ ପାଳନ କରିବା ଦ୍ବାରା ଲୋକଙ୍କ ଜୀବନରେ ସଫଳତା ଓ ସୁଖ ସମୃଦ୍ଧି ମିଳିଥାଏ। ସେଭଳି ଆମର ଆଖପାଖର ବାତବରଣରେ ସବୁବେଳେ ସକାରତ୍ମକ ଶକ୍ତି ପ୍ରବାହିତ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି ବହୁ ଉପାୟ ରହିଛି ଯାହାକୁ ପ୍ରୟୋଗ କରିବ ଆପଣ ନିଜ ଘର ପରିବାରରେ ଖୁସି ଭରି ପାରିବେ। ଆମେ ପୁରା ଘରର ଇଣ୍ଟରିୟର ବାସ୍ତୁ ହିସାବରେ ସଜାଇବା ସହିତ ବାଥରୁମକୁ ମଧ୍ୟ ବିଶେଷ ଭାବରେ ଧ୍ୟାନରେ ରଖିବା ଦରକାର। ବାଥରୁମରେ ଯଦି ପାଣି ଭରି ବାଲଟି ରଖନ୍ତି ତେବେ ଘରେ ସବୁବେଳେ ଖୁସି ଭରି ରହିଥାଏ।

ସେଭଳି ଘରେ ଧନର ଦେବୀ ଲକ୍ଷ୍ମୀଙ୍କ ବାସ ମଧ୍ୟ ହୋଇଥାଏ। ବାଲଟିରେ ପାଣି ଭର୍ତ୍ତି ଥିଲେ ଘରେ କେବେ ଧନର ଅଭାବ ହେବ ନାହିଁ। ସେଭଳି ପେଙ୍ଗଶୁଇ ଅନୁସାରେ ବାଥରୁମ ପାଇଁ ହାଲକା ନୀଳ ରଙ୍ଗର ବାଲଟି ରଖିବା ବହୁତ ଭଲ। ଯଦି ବାଥରୁମରେ ବାସ୍ତୁଦୋଷ ରହିଛି ତେବେ ବାଥରୁମ କବାଟର ଠିକ୍ ସାମନାରେ ଦର୍ପଣ ଲଗାନ୍ତୁ ନାହିଁ। ଏକରୁ ଅଧିକ ଆଇନା ବାଥରୁମରେ ଲଗାଇବା ମଧ୍ୟ ଭଲ ବୋଲି ମନେକରାଯାଇ ନଥାଏ।