ବଦଳିଲେ ପୁରୀ CDMO

ବଦଳିଲେ ପୁରୀ CDMO

ବଦଳିଲେ ପୁରୀ CDMO
ପୁରୀ: ବଦଳିଲେ ପୁରୀ CDMO ଡାକ୍ତର ରାମଚନ୍ଦ୍ର ରାଉତ । ଡାକ୍ତର ରାଉତଙ୍କୁ ସ୍ୱାସ୍ଥ୍ୟ ନିଦେ୍ର୍ଧଶାଳୟକୁ ବଦଳି କରାଯାଇଛି । ତାଙ୍କ ବଦଳରେ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି ହେଲେ ପୁରୀ CDMO ଭାବେ ଅବସ୍ଥାପିତ କରାଯାଇଛି । ଏହାସହ ଡାକ୍ଟର ବସନ୍ତ କୁମାର ମିଶ୍ର ବିଏସ ସି ଇନଚାର୍ଜ ସ୍ୱାସ୍ଥ୍ୟ ଅଧିକାରୀ କରାଯାଇଛି ।