ପୁଷ୍କର ସିଂ ଧାମି ହେବେ ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ପୁଷ୍କର ସିଂ ଧାମି ହେବେ ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ପୁଷ୍କର ସିଂ ଧାମି ହେବେ ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ଉତରାଖଣ୍ଡର ୪୫ ବର୍ଷୀୟ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ । ୨ ଥରର ଧାମି ପୂର୍ବରୁ କେବେ ମନ୍ତ୍ରୀ ବି ହୋଇନାହାନ୍ତି । ତରଥ ସିଂ ରାୱତଙ୍କ ସ୍ଥାନ ନେବେ ପୁଷ୍କର ସିଂ ଧାମି । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂ ରାୱତ ଇସ୍ତଫା ଦେଇଥିଲେ ।




admin 