ପୁଣି ଶ୍ରମିକ ଗାଡି ଦୁର୍ଘଟଣାଗ୍ରସ୍ତ : ୭ ଗୁରୁତର

ପୁଣି ଶ୍ରମିକ ଗାଡି ଦୁର୍ଘଟଣାଗ୍ରସ୍ତ : ୭ ଗୁରୁତର

ପୁଣି ଶ୍ରମିକ ଗାଡି ଦୁର୍ଘଟଣାଗ୍ରସ୍ତ  : ୭ ଗୁରୁତର
ଭାରସାମ୍ୟ ହରାଇ ବସ୍‌ ଓଲଟିଯବା ଫଳରେ ୭ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏନ୍‌ଏଚ୍‌ - ୩୨୬ ଚମ୍ପାଖାରିଠାରେ ଶ୍ରମିକ ନେଇ ଯାଉଥିବା ଏକ ବସ୍‌ ଓଲଟି ପଡିଛି ।  ଏହି ଦୁର୍ଘଟଣାରେ ୭ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଶ୍ରମିକଙ୍କୁ ମାଲକାନଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ବସ୍‌ଟି ୨୭ଜଣ ଶ୍ରମିକଙ୍କୁ ସୋନପୁରରୁ ତାମିଲନାଡୁ ଯାଉଥିବାର ସୂଚନା ରହିଛି ।