ପୁଣି ଥରେ ରାଜକ୍ଷମା ଆବେଦନ କଲା ଅକ୍ଷୟ ।

ପୁଣି ଥରେ ରାଜକ୍ଷମା ଆବେଦନ କଲା ଅକ୍ଷୟ ।

ପୁଣି ଥରେ ରାଜକ୍ଷମା ଆବେଦନ କଲା ଅକ୍ଷୟ ।
ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ନିର୍ଭୟା କେସ୍ ରେ ୪ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯିବ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଣି କରିସାରିଥିବାବେଳେ ଏପଟେ ପୁଣି ରାଜକ୍ଷମା ଆବେଦନ କରିଛି ଦୋଷୀ ଅକ୍ଷୟ । ଥରେ ଖାରଜ ପରେ ପୁଣି ରାଜକ୍ଷମା ଆବେଦନ କଲା ଅକ୍ଷୟ । ପ୍ରଥମ ଥର ଖାରଜ ଠିକ ନଥିବା ଦର୍ଶାଇ ଦ୍ୱିତୀୟ ଥର ଆବେଦନ କଲା । ପୂର୍ବରୁ ରାଷ୍ଟ୍ରପତି ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି । ଏହା ତାର ଦ୍ୱିତୀୟ ଥର ।