ପିଲାବେଳୁ ବିବାହକୁ ନେଇ ଏମିତି କରିଛନ୍ତି ଏହି ଅଭିନେତ୍ରୀ ।
ପିଲାବେଳୁ ବିବାହକୁ ନେଇ ଏମିତି କରିଛନ୍ତି ଏହି ଅଭିନେତ୍ରୀ ।
admin
Feb 13, 2020 - 07:43
Updated: Feb 13, 2020 - 07:43
ଆପଣମାନେ ଜାଣିଥିବେ ବଲିଉଡରେ କେତେବେଳେ କେମିତି କାହା ସହିତ ସମ୍ପର୍କ ହୋଇଯାଏ ଓ କେତେବେଳେ ଭାଙ୍ଗିଯାଏ, କାହାକୁ ଜଣାପଡିନଥାଏ । କିନ୍ତୁ କିଛି ସେମିତି ଘଟଣା ବି ଅଛି ଯାହା ଆପଣମାନେ ଏହି ପୋଷ୍ଟରେ ପଢୁଛନ୍ତି । ଆପଣ ଜାଣିଛନ୍ତି ପୂର୍ବରୁ ଝିଅଘର ଲୋକ ପୁଅ ଘରକୁ ବିବାହ ପ୍ରସ୍ତାବ ନେଇକି ଯାଇଥାନ୍ତି, ହେଲେ ସମୟ ବଦଳିବା ସହିତ ଧିରେ ଧିରେ ଏହି ପରମ୍ପରା ବଦଳିବାରେ ଲାଗିଛି । ବର୍ତମାନ ସମୟରେ ପୁଅଘର ଲୋକ ବିବାହ ପ୍ରସ୍ତାବ ନେଇ ଯିବାର ଦେଖାଗଲାଣି ।
ସୂଚନା ମୁତାବକ, ଏମିତି ଜଣେ ଅଭିନେତ୍ରୀ ଯିଏ ଆଜି ପର୍ଯ୍ୟନ୍ତ ୧୪୦ ବିବାହ ପ୍ରସ୍ତାବକୁ ରିଜେକ୍ଟ କରିସାରିଲେଣି । ଆପଣ ଯଦି ଏହି ଅଭିନେତ୍ରୀଙ୍କ ବିଷୟରେ ସେମିତି କିଛି ଜାଣିବାକୁ ଚାହୁଁଛନ୍ତି, ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ମୁମ୍ବାଇର ଜଣେ ଅଭିନେତ୍ରୀ ଯିଏ କି ଏତେ ସୁନ୍ଦର ଯେ, ଯିଏ ବି ଦେଖେ ତାଙ୍କ ଦିୱାନା ହୋଇଯାଏ । ଆଉ ତାଙ୍କୁ ବିବାହ କରିବାକୁ ଚାହିଁଥାଏ । ହେଲେ ତାଙ୍କ ସୁନ୍ଦରତାକୁ ଛାଡି ଆହୁରି ଏମିତି କିଛି ଗୁଣ ଅଛି, ଯାହାକୁ ନେଇ ତାଙ୍କୁ ଲୋକେ ପସନ୍ଦ କରିଥାନ୍ତି । ଆମେ ଏହି ପୋଷ୍ଟରେ ଯାହା ବିଷୟରେ ପଢୁଛେ, ସେ ହେଉଛନ୍ତି ବଲିଉଡ, ଟଲିଉଡ ଓ ଟିଭି ଚ୍ୟାନେଲର ସୁନ୍ଦରୀ ଓ ଚୁଲବୁଲୀ ନାୟିକା ସୋନାରିକା ଭଦୋରିୟା ।
ଆଣମାନେ ଜାଣିଛନ୍ତି କି, ସୋନାରିକା ଭଦୋରିୟା ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଲୁକରେ ଦିୱାନା ବନେଇସାରିଲେଣି । ସେ ଏକ ଟିଭି ଚ୍ୟାନେଲର ଲୋକପ୍ରିୟ ଧାରାବାହିକ ‘ଇସ୍କ ମେଁ ମରଯାଉଁ’ ରେ କାମ କରୁଛନ୍ତି । ସେ ଦେଖିବାକୁ ଏତେ ସୁନ୍ଦରୀ ଯେ, ଦୂରରୁ ଦେଖିଲେ ପରୀ ଭଳି ଲାଗିବ । ସେ ପାଠ ପଢିବା ସମୟରେ ଅନେକ ପ୍ରସ୍ତାବ ଆସିଥିବାବେଳେ ଟିଭି ଇଂଣ୍ଡଷ୍ଟ୍ରିରେ କାମ କଲାପରେ ପ୍ରସ୍ତାବର ସୁଅ ଛୁଟିଥିଲା । ହେଲେ ୨୭ ବର୍ଷୀୟା ସୋନାରିକା ସମସ୍ତଙ୍କୁ ରିଜେକ୍ଟ କରିଛନ୍ତି । ସେମିତି ଦେଖିବାକୁ ଗଲେ କହି ହବନି ଯେ, ସେ କେତେ ପୁଅଙ୍କୁୁ ରିଜେକ୍ଟ କରିଛନ୍ତି ।