ପାକିସ୍ତାନର ଆଉ ଏକ ବଦମାସୀ ଧରା ପଡ଼ିଲା

ପାକିସ୍ତାନର ଆଉ ଏକ ବଦମାସୀ ଧରା ପଡ଼ିଲା

ପାକିସ୍ତାନର ଆଉ ଏକ ବଦମାସୀ ଧରା ପଡ଼ିଲା
ଜାମ୍ମୁ-କାଶ୍ମୀର: ସୀମାରେ ଧରାପଡ଼ିଲା ପାକିସ୍ତାନର ଆଉ ଏକ ବଦମାସୀ । ପାକ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାର ଏକ ଭିଡିଓ ଭାଇରାଲ ହୋଇଛି । ପିଏକେ ହାଜିପୁର ସେକ୍ଟରରେ ପାକ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇଥିଲା । ପାକର ବୋର୍ଡର ଟିମ(ବିଏଟି) ଦ୍ୱାରା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଯିବାର ଏକ ଭିଡିଓ ଭାଇରାଲ ହୋଇଛି । ଭାରତୀୟ ସେନା ପାକିସ୍ତାନର ମୁଖା ଖୋଲିଦେଇଥିବାବେଳେ ପାକିସ୍ତାନର ଷଡ଼ଯନ୍ତ୍ର ଧରାପଡ଼ିଯାଇଛି । ପୂର୍ବରୁ ସୀମା ପାର ଆତଙ୍କବାଦୀ ଅନୁପ୍ରବେଶକୁ ପାକିସ୍ତାନ ମନା କରିଆସୁଥିଲା ।