ନୂଆବର୍ଷରୁ ସୁରତ ବିମାନ

ନୂଆବର୍ଷରୁ ସୁରତ ବିମାନ

ନୂଆବର୍ଷରୁ ସୁରତ ବିମାନ
ଭୁବନେଶ୍ୱର: ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରତକୁ ବିମାନ ଚଳାଚଳ କରିବ । ସପ୍ତାହକୁ ୩ଦିନ ଚାଲିବ ଏୟାର ଇଣ୍ଡିଆ ବିମାନ । ଭୁବନେଶ୍ୱରରୁ ବିମାନ ଚଳାଚଳ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା । ବିମାନ ଚଳାଚଳ ନେଇ ମନ୍ତ୍ରାଳୟ ତାଙ୍କ ନିବେଦନ ରକ୍ଷା କରିଥିବା କହିଛନ୍ତି ।