ନିଶା ଦେଇ ୧୦ ଲକ୍ଷ ଲୁଟ୍ !

ନିଶା ଦେଇ ୧୦ ଲକ୍ଷ ଲୁଟ୍ !

ନିଶା ଦେଇ ୧୦ ଲକ୍ଷ ଲୁଟ୍ !
ପାରାଦ୍ୱୀପ: ମୁଣ୍ଡରେ ବନ୍ଧୁକ ଲଗାଇ ନିଶାଦ୍ରବ୍ୟ ଦେଇ ଦୁବୃର୍ତ ଲୁଟିଛନ୍ତି । ଲକ୍ ଥାନା ଛିମାଳ ଗାଁରେ ମାଆପୁଅଙ୍କୁ ନିଶା ଦେଇ ଲୁଟିନେଲେ । ପାଖାପାଖି ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସୁନାଗହଣା ଓ ମୂଲ୍ୟବାନ ସାମଗ୍ରୀ ଲୁଟ୍ ହୋଇଛି ବୋଲି ସୂଚନା ମିଳିଛି । ଗୁରୁତର ମାଆପୁଅଙ୍କୁ ଅଠରବାଙ୍କି ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ସମସ୍ତ ଘଟଣାର ତଦନ୍ତ କରୁଛି । ବହୁ ଶୀଘ୍ର ଲୁଟେରାମାନେ ଗିରଫ ହେବେ ବୋଲି ପୋଲିସ କହିଛି ।