ଲାଂଚ ନେଇ ଧରାପଡିଲେ ତହସିଲଦାର୍

ଲାଂଚ ନେଇ ଧରାପଡିଲେ ତହସିଲଦାର୍

ଲାଂଚ ନେଇ ଧରାପଡିଲେ ତହସିଲଦାର୍
ଭୁବନେଶ୍ୱର:ଲାଂଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ବାଲିଗୁଡା ତହସିଲଦାର । ରାଇକିଆ ତହସିଲଦାର ଚକ୍ରଧର ପାଢୀଙ୍କୁ ଫୁଲବାଣୀ ଭିଜିଲାନ୍ସ ଗିରଫ କରିଛି । ଜବତ ଟ୍ରାକ୍ଟର ଛାଡିଦେବା ପାଇଁ ୪୦ ହଜାର ଲାଂଚ ନେଉଥିବା ବେଳ ଧରାପଡିଲେ । ତହସିଲଦାରଙ୍କୁ ବାଲିଗୁଡା ସରକାରୀ ବାସଭବନରୁ ଭିଜିଲାନ୍ସ ଧରିଲା । ତହସିଲଦାର ଚକ୍ରଧର ପାଢୀ ରାଇକିଆ ତହସିଲରେ ବହୁଦିନ ଧରି ଥିଲେ । ଏଭଳି ଆଗରୁ ମଧ୍ୟ ତହସିଲଦାର ଲାଂଚ ନେଇ ଟ୍ରାକ୍ଟର ଛାଡୁଥିବା ଖବର ମଧ୍ୟ ରହିଛି ।