ନାବାଳିକା ଗଣଦୁଷ୍ମର୍ମ ମାମଲା : ହାଇକୋର୍ଟରେ ହାଜର ହେଲେ ଡିଜିପି

ନାବାଳିକା ଗଣଦୁଷ୍ମର୍ମ ମାମଲା : ହାଇକୋର୍ଟରେ ହାଜର ହେଲେ ଡିଜିପି

ନାବାଳିକା ଗଣଦୁଷ୍ମର୍ମ ମାମଲା : ହାଇକୋର୍ଟରେ ହାଜର ହେଲେ ଡିଜିପି
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍ମର୍ମ ମାମଲାରେ ପୁଲିସ ମହାନିଦେ୍ର୍ଧଶକ ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି ହାଇକୋର୍ଟରେ ହାଜର ହୋଇଛନ୍ତି । ଏହି ଅବସରରେ ଡିଜିପିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଏଥିସହ ମୁଦା ଲଫାପାରେ ତଦନ୍ତର ଷ୍ଟାଟସ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । ତେବେ ଏହି ଅବସରରେ ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟ ପୁନର୍ବାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ଡିସେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରାଯାଇଛି ।