ଧରାପଡିଲା ଖଲିସ୍ତାନୀ ଆତଙ୍କବାଦୀ

ଧରାପଡିଲା ଖଲିସ୍ତାନୀ ଆତଙ୍କବାଦୀ

ଧରାପଡିଲା ଖଲିସ୍ତାନୀ ଆତଙ୍କବାଦୀ
ନୂଆଦିଲ୍ଲୀ:ଖଲିସ୍ତାନୀ ଆତଙ୍କବାଦୀ ସୁଖ ବିକରିୱାଲ ଧରାପଡିଛି । ଭାରତୀୟ ସୁରକ୍ଷା ସଂସ୍ଥା ହାତରେ ଧରାପଡିଛି । ପଂଜାବର ମୋଷ୍ଟ ୱାଂଟେଡ ଗ୍ୟାଙ୍ଗଷ୍ଟାର ହେଉଛି ସୁଖ ବିକରିୱାଲ । ଦୁବାଇରୁ ଧରାପଡିବା ପରେ ବିକରିୱାଲକୁ ଭାରତ ଅଣାଯାଉଛି । ଆଇଏସଆଇ ନିଦେ୍ର୍ଧଶରେ ପଂଜାବରେ ହିଂସା ଓ ଟାର୍ଗେଟ୍ କିଂଲି କରୁଥିଲା ପଂଜାବରେ ବୋମାମାଡ,ଗୁଳି ବର୍ଷଣ ଆଦି ସବୁ କାମ ବିକରିୱାଲ ଇସାରେ ଚାଲୁଥିଲା । ବହୁ ଦିନରୁ ଗୁଇନ୍ଦା ସଂସ୍ଥା ବିକରିୱାଲକୁ ଖୋଜୁଥିଲେ ମଧ୍ୟ ଧରିପାରି ନଥିଲେ ।