ଦେଶରେ ୨୪ ଘଣ୍ଟାରେ ୨୭୦୬ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୨୭୦୬ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୨୭୦୬ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ହଜାର ୭୦୬ରହିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪କୋଟୀ ୩୧ଲକ୍ଷ ୫୫ହଜାର ୭୪୯କୁ ବୃଦ୍ଧି ପାଇଛି । ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୫ଜଣଙ୍କ ମୃତୁ୍ୟ ଘଟିଛି ।

ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୫ଲକ୍ଷ ୨୪ହଜାର ୬୧୧କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪କୋଟି ୨୬ଲକ୍ଷ ୧୩ହଜାର ୪୪୦ଜଣ ସୁସ୍ଥ ହୋଇଛନ୍ତି ଓ ୧୭ହଜାର ୬୯୮ଟି ସକ୍ରିୟ ମାମଲା ରହିଛି ।