ତାଳଚେରରେ ହେବ ଥର୍ମାଲ ପ୍ଲାଂଟ

ତାଳଚେରରେ ହେବ ଥର୍ମାଲ ପ୍ଲାଂଟ

ତାଳଚେରରେ ହେବ ଥର୍ମାଲ ପ୍ଲାଂଟ
ଭୁବନେଶ୍ୱର: ତାଳଚେରରେ ପ୍ରତିଷ୍ଠା ହେବ ଟିଟିପିଏସର ନୂଆ ୟୁନିଟ । ନୂଆ ୟୁନିଟ ପାଇଁ ନୀତିଗତ ନିଷ୍ପତି ହୋଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏନଟିପିସି ଅଧ୍ୟକ୍ଷଙ୍କ ସହ ମୁଖ୍ୟ ସଚିବଙ୍କ ଆଲୋଚନାରେ ନିଷ୍ପତି ହୋଇଛି । ଏନେଇ ଖୁବ ଶୀଘ୍ର ଗ୍ରୀଡକୋ , ଏନଟିପିସି, ଶକ୍ତି ବିଭାଗ ମଧ୍ୟରେ ବ÷ଠକ ବସିବ । ବୈଠକରେ ନୂଆ ୟୁନିଟ , ସ୍ଥାନୀୟ ବାସିନ୍ଦାଙ୍କ ସଂପର୍କରେ ଯୋଜନା ହେବ ।