ଟମାାଟୋ ଫ୍ଲୁ ଭାଇରସ୍ ପାଇଁ ହାଇଆଲର୍ଟ
ଟମାାଟୋ ଫ୍ଲୁ ଭାଇରସ୍ ପାଇଁ ହାଇଆଲର୍ଟ
ନୂଆଦିଲ୍ଲୀ: କରୋନା ନ ଯାଉଣୁ ଆଉ ଏକ ଭାଇରସ୍ ଚିନ୍ତା ବଢାଇଲାଣି । ଟମାାଟୋ ଫ୍ଲୁ ନାମକ ଭାଇରସ୍ ବ୍ୟାପିବାରେ ଲାଗିଲାଣି । କେରଳ ତାମିଲନାଡୁରେ ଅଧିକ ମାତ୍ରାରେ ବ୍ୟାପୁଛି ଟମାଟୋ ଫ୍ଲୁ । ଏଥିପାଇଁ କର୍ଣ୍ଣାଟକରେ ହାଇଆଲର୍ଟ ଜାରି କରାଯାଇଛି । ୫ବର୍ଷ ରୁ କମ୍ ବୟସର ଶିଶୁ ମାନଙ୍କୁ ଅଧିକ ସଂକ୍ରମିତ କରୁଛି । ଟମାଟୋ ଫ୍ଲୁ ଭାଇରସରେ ଏଯାବତ ୮୦ଜଣ ଆକ୍ରାନ୍ତ ହେଲେଣି ।
ଏହି ଭାଇରସର ଲକ୍ଷଣ ହେଉଛି ଶରୀରରେ ଗଣ୍ଠି ସବୁ ଫୁଲିଯିବା, ଅତ୍ୟଧିକ ହାଲିଆ ଲାଗିବା ସହ ଜ୍ୱର ହେବା ଓ ଶରରୀରରେ ଲାଲ ଦାଗ ଦେଖାଯିବା ।




admin 