ଜୈଶ ଟାର୍ଗେଟରେ ମୋଦି, ଡୋଭାଲ

ଜୈଶ ଟାର୍ଗେଟରେ ମୋଦି, ଡୋଭାଲ

ଜୈଶ ଟାର୍ଗେଟରେ ମୋଦି, ଡୋଭାଲ
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦି ଏବଂ ଏନଏସଏ ଅଜିତ ଡୋଭାଲଙ୍କ ଜୈଶ ଆତଙ୍କବାଦୀ ସଂଗଠନ ଟାର୍ଗେଟ କରିଛି । ଉଭୟଙ୍କୁ ଆତଙ୍କବାସୀ ସଂସ୍ଥା ଜୈଶ-ଇ-ମହମ୍ମଦ ଟାର୍ଗେଟ କରିଥିବା ସୂଚନା ମିଳିଛି । ଜୈଶ ଟାର୍ଗେଟ ପାଇଁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ରିପୋର୍ଟ କରିଛି । ଏଥିପାଇଁ ଜୈଶ ଏକ ସ୍ୱତନ୍ତ୍ର ସ୍ୱାଡ୍ ପ୍ରସ୍ତୁତି କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପ୍ରତିଶୋଧରେ ଟାର୍ଗେଟ କରିଥିବା ଜଣାପଡିଛି । ଆଇଏସଆଇ ଜଣେ ମେଜର ସହ ମିଳିତ ଯୋଜନା କରୁଛନ୍ତି । ଗୁଇନ୍ଦା ରିପୋର୍ଟ ପରେ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥା ବଢାଗଲା ।