ଜାତିସଂଘରେ ଭାରତର ପ୍ରସ୍ତାବରେ ପୁଣି ବାଧାଦେଲା ଚୀନ
ଜାତିସଂଘରେ ଭାରତର ପ୍ରସ୍ତାବରେ ପୁଣି ବାଧାଦେଲା ଚୀନ
ନୂଆଦିଲ୍ଲୀ: ଜାତିସଂଘରେ ଭାରତର ପ୍ରସ୍ତାବରେ ପୁଣି ବାଧାଦେଲା ଚୀନ। ହାଫିଜ ତଲହାକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଅଟକାଇଲା ଚୀନ। ଜାତିସଂଘରେ ସ୍ବତନ୍ତ୍ର ଅଧିକାର ବଳରେ ଭାରତର ପ୍ରସ୍ତାବକୁ ଅଟକାଇଲା ଚୀନ।
୫ ମାସ ମଧ୍ୟରେ ପଞ୍ଚମ ଥର ପାଇଁ ଭାରତର ପ୍ରସ୍ତାବ ଉପରେ ଚୀନର ରୋକ। ମୁମ୍ବଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦର ପୁଅ ହାଫିଜ ତଲହା। ଗତ ଏପ୍ରିଲରେ ହାଫିଜ ତଲହାକୁ ଆତଙ୍କବାଦୀ ଘୋଷଣା କରିଥିଲା ଭାରତ।




admin 