ଜାଣନ୍ତୁ କିପରି ମାଲିସ କରୁଛି ରୋବୋଟ

ଜାଣନ୍ତୁ କିପରି ମାଲିସ କରୁଛି ରୋବୋଟ

ଜାଣନ୍ତୁ  କିପରି ମାଲିସ କରୁଛି ରୋବୋଟ
ସିଙ୍ଗାପୁରର ଏକ ଷ୍ଟାର୍ଟ -ଅପ କଂପାନି ପକ୍ଷରୁ ନିର୍ମିତ ମାଲିସ ପାଇଁ ସ୍ୱତନ୍ତ୍ର ରୋବୋଟ ଏବେ ଚର୍ଚ୍ଚାରେ । ଏହା ଏକ୍ସପୋର୍ଟ ମାନିପୁଲେଟିଭ ମାସାଜ ଅଟୋମେଶନ (ଏମ୍ମା) ନୋଭାହେଲଥ ଟ୍ରାଡିସନାଲ ଚାଇନିଜ ମେଡିସିନ ନାମକ ଏକ ଚିକିସôାଳୟରେ ନିୟୋଜିତ । ରୋବୋଟର ମଣିଷ ଭଳି ପାପୁଲି ଓ ବୁଢା ଆଙ୍ଗଳି ରହିଛି ଏବଂ ତାହା ସାହାର୍ଯ୍ୟରେ ରୋଗୀଙ୍କ ଶରୀରକୁ ମାଲିସ କରୁଛି । ଏହି ରୋବୋଟ ଦ୍ୱାରା ପେଶୀ, ପିଠି ଓ ଆଣଣ୍ଠୁ ଯନ୍ତ୍ରଣା ଉପଶମ ହେଉଥିବା ଜଣାଯାଏ ।