ଜଷ୍ଟିସ ଏନ.ଭି ରମନା ହେବେ ସୁପ୍ରିମକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି

ଜଷ୍ଟିସ ଏନ.ଭି ରମନା ହେବେ ସୁପ୍ରିମକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି

ଜଷ୍ଟିସ ଏନ.ଭି ରମନା ହେବେ ସୁପ୍ରିମକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଜଷ୍ଟିସ ବୋବଡେଙ୍କ କାର୍ଯ୍ୟକାଳ ସରିବା ପରେ ଦେଶର କିଏ ହେବେ ପରବର୍ତୀ ମୁଖ୍ୟ ବିଚାରପତି ବୋଲି ଚର୍ଚ୍ଚା ଚାଲିଥିଲା । ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଜଷ୍ଟିସ ଏନ.ଭି ରମନା ହେବେ ଦେଶର ପରବର୍ତୀ ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଏନ.ଭି ରମନା । କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତି ମୋହର ମାରିଛନ୍ତି । ଜଷ୍ଟିସ ଏନ.ଭି ରମନ ଆସନ୍ତା ୨୪ରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।