ଚିଦାମ୍ବରମଙ୍କୁ ଜାମିନ

ଚିଦାମ୍ବରମଙ୍କୁ ଜାମିନ

ଚିଦାମ୍ବରମଙ୍କୁ ଜାମିନ
ନୂଆଦିଲ୍ଲୀ: ସିବିଆଇ ପଞ୍ଝାରେ ପଡ଼ିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବର ଓ ତାଙ୍କ ତାଙ୍କ ପୁଅ କାର୍ତ୍ତିଙ୍କୁ ଆଗୁଆ ଜାମିନ ମିଳିଛି । ଉଭୟଙ୍କ ଆଗୁଆ ଜାମିନକୁ ଦିଲ୍ଲୀ ସ୍ପେଶାଲ କୋର୍ଟ ମଞ୍ଜୁର କରିଛନ୍ତି । ଏୟାରସେଲ-ମାକ୍ସିସ ମାମଲାରେ ଉଭୟଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇଛି । ଉଭୟ ସିବିଆଇ ଓ ଇଡି ମାମଲାରେ ଉଭୟଙ୍କୁ ଆଗୁଆ ଜାମିନ ମିଳିଛି । ପ୍ରକାଶ ଯେ, ଆଇଏନଏକ୍ସ ମିଡିଆ ମାମଲାରେ ଅଠାକାଠିରେ ପଡ଼ିଥିବା ଚିଦାମ୍ବରମ ଗିରଫ ହୋଇଛନ୍ତି । ଗିରଫ ହୋଇ ଏବେ ସେ ସିବିଆଇ ରିମାଣ୍ଡରେ ଅଉନ୍ତି ।