ଚଳିତ ବର୍ଷ ଜୁନ ୧୭ ତାରିଖରୁ ଓଜେଇଇ ପରୀକ୍ଷା ହେବ

ଚଳିତ ବର୍ଷ ଜୁନ ୧୭ ତାରିଖରୁ ଓଜେଇଇ ପରୀକ୍ଷା ହେବ

ଚଳିତ ବର୍ଷ ଜୁନ ୧୭ ତାରିଖରୁ ଓଜେଇଇ ପରୀକ୍ଷା ହେବ
ଭୁବନେଶ୍ୱର: ଚଳିତ ବର୍ଷ ଜୁନ ୧୭ ତାରିଖରୁ ୨୪ତାରିଖ ମଧ୍ୟରେ ଓଜେଇଇ ପରୀକ୍ଷା ହେବ ବୋଲି ଜଣାଯାଇଛି । କମ୍ପୁ୍ୟଟର ବେସଡ ଟେଷ୍ଟ ନେଇ ଓଜେଇଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଗ୍ରହୀ ପରୀକ୍ଷାର୍ଥୀମାନେ ଅନଲାଇନରେ ଆବେଦନ କରିବାରିବେ । ୱେବସାଇଟ www.ojee.nic.in ରେ ଆଗ୍ରହୀ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ ବୋଲି ଓଜେଇଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।