କୋରାପୁଟ ମେଡିକାଲରୁ ନବଜାତ ଶିଶୁ ନିଖୋଜ

କୋରାପୁଟ ମେଡିକାଲରୁ ନବଜାତ ଶିଶୁ ନିଖୋଜ

କୋରାପୁଟ ମେଡିକାଲରୁ ନବଜାତ ଶିଶୁ ନିଖୋଜ
କୋରାପୁଟ : କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏସଏନସିୟୁରୁ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛିି । ପ୍ରସବ ପରେ ମା’ର ମୃତୁ୍ୟ ହେବାରୁ ପରିବାର ଲୋକେ ମୃତଦେହ ଘରକୁ ଆଣିଥିଲେ । ପରେ ମେଡିକାଲ ଯାଇ ନବଜାତକୁ ପରିବାର ଲୋକେ ପାଇନଥିଲେ । ଶିଶୁଟିକୁ କେହି ମେଡିକାଲ ଷ୍ଟାଫ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।