କେବଳ ଲେମ୍ବୁ ପାଣି ପିଇ ୪୧ ବର୍ଷ
କେବଳ ଲେମ୍ବୁ ପାଣି ପିଇ ୪୧ ବର୍ଷ
ରିପୋର୍ଟ ଅନୁସାରେ ୬୩ ବର୍ଷୀୟା ମିସ୍ ନମୋନ କେବଳ ଲେମ୍ବୁ ପାଣି ପିଇ ବଞ୍ଚିଛନ୍ତି । ଗଲା କେତେ ବର୍ଷ ହେଲା ସେ ଯୋଗ ନିୟମିତ କୁଛନ୍ତି । ତା ସାଙ୍ଗକୁ ସୁସ୍ଥ ଜୀବନ ଶୈଳୀମଧ୍ୟ ସେ ଅତିବାହିତ କରୁଥିବାର ମଧ୍ୟ ସେ କହିଛନ୍ତି । ନମୋନ କହିଛନ୍ତି ୨୧ ବର୍ଷ ବୟସ ପର୍ଯ୍ୟନ୍ତ ସେ ଭାତ ଖାଇନାହାନ୍ତି । ନୁଡଲ୍ସ ,ପିଜ୍ଜା , ବର୍ଗର ଆଦି ଖାଉଥିଲେ । ହେଲେ ସେ ସବୁ ଖାଦ୍ୟକୁ ସେ ହଜମ କରିପାରୁ ନଥିଲେ ।
ଡାକ୍ତର ପରାମର୍ଶ ପରେ ସେ ଲେମ୍ବୁ ପାଣି ପିଇବା ଆରମ୍ଭ କରିଥିଲେ । ଏହି ପାଣି ପିଇ ତାଙ୍କୁ ବହୁତ ଫୂର୍ତ୍ତି ଲାଗିଲା । ଲେମ୍ବୁରେ ସେ ଅଳ୍ପ ଲୁଣ ପକାଇ ପିଇବା ଆରମ୍ଭ କରିଥିଲେ । ଧିରେଧିରେ ସେ ଅନ୍ୟାନ୍ୟ ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲେ । ବର୍ଷ ପରେ ବର୍ଷ ଅତିବାହିତ ହେଲା । କୌଣସି ଖାଦ୍ୟ ନଖାଇ କେବଳ ଲେମ୍ବୁ ପାଣି ପିଇ ବଞ୍ଚିଛନ୍ତି । ତାଙ୍କ ଜୀବନ ଶୈଳିଉପରେ ଏବେ ପରୀକ୍ଷା କରୁଛନ୍ତି ବିଶେଷଜ୍ଞ ଦଳ ।




admin 