କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୨୦୮୫ ଜଣ ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୨୦୮୫ ଜଣ ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୨୦୮୫ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୨୦୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୧୯୮ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୮୮୭ ଜଣ ସଂକ୍ରମିତ ହୋଇଛନ୍ତି  ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳ ୭୩, ବାଲେଶ୍ୱର ୧୧୩, ବରଗଡ଼ ୧୫, ଭଦ୍ରକ ୧୭୩, ବଲାଙ୍ଗୀର ୭, ବୌଦ୍ଧରେ ୩, କଟକରେ ୨୧୦, ଦେବଗଡ଼ ୪, ଢେଙ୍କାନାଳ ୪୧, ଗଜପତିରେ ୧୯, ଗଞ୍ଜାମରେ ୧୪, ଜଗତସିଂହପୁରରେ ୧୦୮, ଯାଜପୁରରେ ୧୩୨, ଝାରସୁଗୁଡ଼ାରେ ୨, କଳାହାଣ୍ଡିରେ ୧୦, କନ୍ଧମାଳରେ ୧୮, କେନ୍ଦ୍ରାପଡ଼ାରେ ୯୪, କେନ୍ଦୁଝରରେ ୨୪, ଖୋର୍ଦ୍ଧାରେ ୫୨୮, କୋରାପୁଟ ୧୬, ମାଲକାନାଗିରି ୧୯, ମୟୂରଭଞ୍ଜରେ ୮୪, ନବରଙ୍ଗପୁରରେ ୧୮, ନୟାଗଡ଼ରେ ୬୦, ନୂଆପଡ଼ାରେ ୫, ପୁରୀରେ ୧୦୬, ରାୟଗଡ଼ାରେ ୧୪, ସମ୍ବଲପୁରରେ ୩୬, ସୋନପୁରରେ ୪, ସୁନ୍ଦରଗଡ଼ରେ ୨୫ ଓ ରାଜ୍ୟ ପୁଲରେ ୧୦୦ ଜଣ ସଂକ୍ରମିତ ହୋଇଛନ୍ତି  ।