କମିଲା ପେଟ୍ରୋଲ ଡିଜେଲ ଦର

କମିଲା ପେଟ୍ରୋଲ ଡିଜେଲ ଦର

କମିଲା ପେଟ୍ରୋଲ ଡିଜେଲ ଦର
ନୂଆଦିଲ୍ଲୀ - ଗୁରୁବାର ଦିନ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ୧୪ ପଇସା ହ୍ରାସ ପାଇଥିବା ଜଣାଯାଇଛି। ଏହି ହ୍ରାସପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୭୫ଟଙ୍କା ୫୫ ପଇସା, ଡିଜେଲ ୬୮ ଟଙ୍କା ୯୨ ପଇସା ହୋଇଛି।