କନ୍ଧମାଳ ଗସ୍ତରେ ୫T ସଚିବ

କନ୍ଧମାଳ ଗସ୍ତରେ ୫T ସଚିବ

କନ୍ଧମାଳ ଗସ୍ତରେ ୫T ସଚିବ
ଭୁବନେଶ୍ୱର: କନ୍ଧମାଳ ଗସ୍ତରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ ଗସ୍ତରେ ସାମିଲ ଅଛନ୍ତି । ସେହିପରି ଭିନିଲ କିନିଲ କି୍ରଷ୍ଣା ଓ କ୍ରିଷନ କୁମାର ମଧ୍ୟ କନ୍ଧମାଳ ଗସ୍ତରେ ଯାଇଛନ୍ତି । କନ୍ଧମାଳରେ ପ୍ରସ୍ତାବିତ ମେଡିକାଲ କଲେଜର ସମୀକ୍ଷା ପରିବେ । ମେଡିକାଲ କାମର ଅଗ୍ରଗତି ଅନୁଧ୍ୟାନ କରିବ ଏହି ପ୍ରତିନିଧି ମଣ୍ଡଳୀ । ରାଜ୍ୟ କ୍ୟାବିନେଟରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଛି ।