କଟକରେ ୨ଟା ପରେ ଦୋକାନ ବଜାର ବନ୍ଦ

କଟକରେ ୨ଟା ପରେ ଦୋକାନ ବଜାର ବନ୍ଦ

କଟକରେ ୨ଟା ପରେ ଦୋକାନ ବଜାର ବନ୍ଦ
ଭୁବନେଶ୍ୱର: ସୋମବାର ଠାରୁ କଟକ ସହରରେ ସାନି କଟକଣା ଲାଗୁ ହେବ । ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ । ଆଗାମୀ ୧୫ ଦିନ ପାଇଁ ଏହି କଟକଣା ଲାଗୁ କରାଯିବ । କେବଳ ଔଷଧ ଦୋକାନ ଛଡା ଅନ୍ୟ ସବୁ ଦୋକାନ ବନ୍ଦ ହେବ ବୋଲି ନି୍େପତି ହୋଇଛି । ଲୋଡିଂ/ଅନଲୋଡିଂ ଛାଡି ମାଲଗୋଦାମ, ଛତ୍ରବଜାରରେ କାରବାର ବନ୍ଦ ରହିବ । ଦିନ ୨ଟାରୁ ବନ୍ଦ ନେଇ ବିଭିନ୍ନ ବଜାର କମିଟି ନିଷ୍ପତି ନେଇଥିବା ଜଣାପଡିଛି । ପ୍ରେସମିଟରେ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।