କଟକ ଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା
କଟକ ଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା
କଟକ : ତା ୫/୮/୨୦୨୧ ରିଖ /ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି , କଟକ ଜିଲ୍ଲା କଂଗ୍ରେସ କମିଟିରେ ଶ୍ରୀ ବାବନ ଚରଣ ରାଉତ , ଶ୍ରୀମତୀ ମନୋରମା ପାତ୍ରଙ୍କୁ ସମ୍ପାଦକ ହିସାବରେ ସଂଯୁକ୍ତ କରାଯାଇଅଛି । ସେହିପରି ଭାବରେ ପ୍ରଦୀପ କୁମାର ପାତ୍ରଙ୍କୁ(କଣ୍ଟାପଡ଼ା) ଶ୍ରୀଯୁକ୍ତ ସୁଦର୍ଶନ ସାହୁଙ୍କୁ (ଆଠଗଡ), ଆଶୁତୋଷ ବାରାଳଙ୍କୁ(ଟାଙ୍ଗୀ) ବ୍ଲକ କଂଗ୍ରେସ ସଭାପତି ରୂପେ ଘୋଷଣା କରିଛନ୍ତି ।




admin 