କଂଗ୍ରେସ ଛାଡିଲେ ସ୍ମୃତିରେଖା

କଂଗ୍ରେସ ଛାଡିଲେ ସ୍ମୃତିରେଖା

କଂଗ୍ରେସ ଛାଡିଲେ ସ୍ମୃତିରେଖା
ଭୁବନେଶ୍ୱର:କଂଗ୍ରେସ ଦଳର ପ୍ରାଥିମକ ସଦସ୍ୟ ପଦରୁ ସ୍ମୃତିରେଖା ପହି ଇସ୍ତଫା ଦେଇଛନ୍ତି । ଇସ୍ତଫା ନେଇ ନିଜେ ସାମ୍ବିକ ସମ୍ମିଳନୀରେ ସୂଚନା ଦେଲେ ସ୍ମୃତିରେଖା । କଂଗ୍ରେସ ଦଳର ଉଚ୍ଚାରଣ ଓ ଆଚ୍ଚରଣରେ ସେ କଷ୍ଟ ପାଇଥିବା ବୋଲି କହିଛନ୍ତି । କୌଣସି ଘଟଣାରେ ଦଳ ତାଙ୍କୁ ସହଯୋଗ କରିନଥିବା ଅଭିଯୋଗ କରିଛନ୍ତି । କଂଗ୍ରେସ ଶାସକ ବିଜେଡି ସହ ହାତ ମିଳାଇଥିବାରୁ ଇସ୍ତଫା ଦେଉଥିବା କହିଛନ୍ତି । ଗତନିର୍ବାଚନରେ ଧର୍ମଶାଳାରୁ କଂଗ୍ରେସ ପ୍ରାର୍ଥୀ ସ୍ମୃତିରେଖା ହୋଇଥିଲେ ।