ଓଡିଆ ସାହିତିକ୍ୟ ମନୋଜ ଦାସଙ୍କ ଦେହାନ୍ତ

ଓଡିଆ ସାହିତିକ୍ୟ ମନୋଜ ଦାସଙ୍କ ଦେହାନ୍ତ

ଓଡିଆ ସାହିତିକ୍ୟ ମନୋଜ ଦାସଙ୍କ ଦେହାନ୍ତ
ଭୁବନେଶ୍ବର : ଇଂରାଜୀ ଓ ଓଡିଆ ସାହିତ୍ୟର‌ ଅନନ୍ୟ‌ କଥାକାର ମନୋଜ ଦାସ ଆଉ ନାହାନ୍ତି । ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା‌ ବେଳେ ଆଜି ତାଙ୍କର ପରଲୋକ ହୋଇଯାଇଛି । ୧୯୩୪ ଫେବୁଆରୀ ୨୭ରେ ସେ ଜନ୍ମଗ୍ରହଣ କରିଥିଲେ । ୨୦୦୦ରେ ସେ ସରସ୍ବତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ୨୦୨୦ରେ ସେ ପଦ୍ମ ଭୂଷଣ ପୁରସ୍କାର ପାଇଥିଲେ । ମନୋଜ ଦାସଙ୍କର ଅନବଦ୍ୟ ରଚନାଗୁଡିକ ହେଉଛି; ଆକାଶର ଇସାରା,‌ ପ୍ରଭଞ୍ଜନ, ଗୋଧୂଳିର ବାଘ, କନକ ଉପତ୍ୟକାର କାହାଣୀ, ଉପକଥା ଶତକ, ଶେଷ ତାନ୍ତ୍ରିକର କାହାଣୀ ।