ଓଡ଼ିଶା ଦିବସ ଶୁଭେଚ୍ଛା ଜଣାଇଲେ ରାହୁଲ
ଓଡ଼ିଶା ଦିବସ ଶୁଭେଚ୍ଛା ଜଣାଇଲେ ରାହୁଲ
ବେଙ୍ଗାଲୁରୁ: ଓଡ଼ିଶା ଦିବସ ଉପଲେକ୍ଷ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ରାହୁଲ କହିଛନ୍ତି, ଓଡ଼ିଶା ହେଉଛି ଏକ ଐତିହ୍ୟ ସମ୍ପନ୍ନ ଏବଂ ଗୌରବଶାଳୀ ରାଜ୍ୟ। ଏହାର ସଂସ୍କୃତି, ପରମ୍ପରା ଅତି ପ୍ରାଚୀନ ଓ ସ୍ୱତନ୍ତ୍ର। ଓଡ଼ିଶାର ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।




admin 