ଆସନ୍ତା ୩ ତାରିଖରେ କେରଳ ଛୁଇଁପାରେ ମୌସୁମୀ

ଆସନ୍ତା ୩ ତାରିଖରେ କେରଳ ଛୁଇଁପାରେ ମୌସୁମୀ

ଆସନ୍ତା ୩ ତାରିଖରେ କେରଳ ଛୁଇଁପାରେ ମୌସୁମୀ
ଭୁବନେଶ୍ୱର: ଆସନ୍ତା ୩ ତାରିଖରେ କେରଳ ଛୁଇଁପାରେ ମୌସୁମୀ । ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ଶ୍ରୀଲଙ୍କାରେ ପହଂଚି ଯାଇଛି । ଆଶା କରୁଛୁ ୩ ତାରିଖ ସୁଦ୍ଧା କେରଳରେ ପହଂଚି ଯାଇପାରେ । କେରଳ ଛୁଇଁବାର ୧୦/୧୨ ଦିନ ପରେ ଓଡିଶା ଛୁଇଁଥାଏ ମୌସୁମୀ । ଓଡିଶାକୁ କେବେ ଛୁଇଁବ, ୫ ଦିନ ପୂର୍ବରୁ ଜଣାଇବୁ ବୋଲି ଆଇଏମଡି ଡିଜି କହିଛନ୍ତି । ଜୁନରେ ଓଡିଶାରେ ସ୍ୱାଭାବିକ ବି ତା ଠାରୁ ଅଧିକ ବର୍ଷା ହେବ ।