ଆଜି ବିଶ୍ୱ ରେଡିଓଗ୍ରାଫି ଦିବସ
ଆଜି ବିଶ୍ୱ ରେଡିଓଗ୍ରାଫି ଦିବସ
ଏକ୍ସ-ରେର ଆରମ୍ଭକୁ ମନେପକାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୮ ତାରିଖରେ ପାଳିତ ହୁଏ ବିଶ୍ୱ ରେଡିଓଗ୍ରାଫି ଦିବସ । ରେଡିଓଗ୍ରାଫିର ଓ ରେଡିøାଲୋଜିଷ୍ଟ, ଯେଉମାନଙ୍ଲକ ଦ୍ୱାରା ଏକ୍ସ-ରେ ସମ୍ଭବ ହୋଇଥାଏ । ସେମାଙ୍କ କଠିନ ପରିଶ୍ରମକୁ ଏହି ଦିବସ ସମ୍ମାନ ଜଣାଇଥାଏ । ୧୮୯୫ ମସହାରେ ୱେରଜବର୍ଗ ବିଶ୍ନବିଦ୍ୟାଳର ପ୍ରଫେସର ୱିଲହେମ କନରାଡ ରଣ୍ଟଜେନଙ୍କ ଦ୍ୱାରା ଦୁର୍ଘଟଣାବଶତଃ ଏକ୍ସର ଆବିଷ୍କାରକ ହୋଇଥିଲା । ରଣ୍ଟଜେନ ନିଜ ପ୍ରୟୋଗଶାଳାରେ ଏକ କ୍ୟାଥୋଡ-ରେ ଟ୍ୟୁବ ସହିତ କାମ କରିଥିଲା । ନେଗେଟିଭ ଓ ଇଲେକ୍ଟ୍ରୋଡଯୁକ୍ତ ଏକ ବଲବ ଲାଗିଥିବା ତାଙ୍କ ଟ୍ୟୁବ ନିକଟରେ ଏକ ଟେବଲରେ ସ୍ଫଟିକଗୁଡିକର ଚମକ ସେ ଲକ୍ଷ୍ୟ କଲେ ।
ଥିବା ବାୟୁ ଅପସାରଣ ଏବଂ ଉଚ୍ଚ ଭୋଲ୍ଟେଜ ପ୍ରୟୋଗ ପରେ ତାହା ସବୁଜ ରଙ୍ଗରେ ଚମକିବା ଆରମ୍ଭ କରିଥିଲା । କଳା କାଗଜ ଦ୍ୱାରା ଏହାକୁ ଆବୃତ୍ତି କରିବା ପରେ ସେ ଜାଣିବାକୁ ପାଇଲେ ଟ୍ୟୁବଠାରୁ କିଛି ଫୁଟ ଦୂରରେ ରଖାଯାଇଥିବା ସାମଗ୍ରୀରୁ ସବୁଜ ରଙ୍ଗର ଆଲୋକ ଉପôନ୍ନ ହୋଇଥିଲା । ଏଥିରୁ ସେ ନିଷ୍କର୍ଷରେ ପହଞ୍ଚôଥିଲୁ ଯେ ଟ୍ୟୁବରୁ ନୂଆ ପ୍ରକାର ରଶ୍ମୀ ବାହାରୁଛି । ଏହି ରଶ୍ମୀଆବୃତ କାଗଜ ମଧ୍ୟଦେଇ ଅତିକ୍ରମ କରିବାର ସାମର୍ଥ ଥିଲା ।




admin 