ଆଉ ୫୪ ଚାଇନା ଆପ୍‌କୁ ବ୍ୟାନ୍‌ କଲେ ସରକାର

ଆଉ ୫୪ ଚାଇନା ଆପ୍‌କୁ ବ୍ୟାନ୍‌ କଲେ ସରକାର

ଆଉ ୫୪ ଚାଇନା ଆପ୍‌କୁ ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ: ପୁଣି ଥରେ ଚାଇନା ଉପରେ ଏକ ଶକ୍ତ ପ୍ରହାର କରିଛନ୍ତି କେନ୍ଦ୍ର ସରକାର।  ଆଉ ୫୪ଟି ଚାଇନିଜ୍ ଆପକୁ ବ୍ୟାନ କରଛି ଭାରତ । ବ୍ୟାନ ହୋଇଥିବା ଆପ୍ ମଧ୍ୟରେ ସୁଇଟ ସେଲ୍ଫି ଏଚଡି, ବିଉଟି କ୍ୟାମେରା-ସେଲ୍ଫି କ୍ୟାମେରା ଆପ୍, ଆପଲକ୍, ଇକୁ୍ୟଲାଇଜର୍ ଓ ବାସ୍ ବୁଷ୍ଟର, ଡୁଆଲ ସ୍ପେସ୍ ଲାଇଟ୍, କ୍ୟାମ କାର୍ଡ, ଭାଇଭା ଭିଡିଓ ଏଡିଟର ଇତ୍ୟାଦ ରହିଛିି । 

ପୂର୍ବରୁ ମଧ୍ୟ ଅନେକ ଚାଇନିଜ୍ ଆପ ବ୍ୟାନ କରିଥିଲେ କେନ୍ଦ୍ରସରକାର ।