ବିପଦରେ ବନ୍ୟପ୍ରାଣୀ, କଲରାପତରିଆ ବାଘ ଛାଲ ଜବତ

ବିପଦରେ ବନ୍ୟପ୍ରାଣୀ, କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର: ବିପଦରେ ଏବେ ବନ୍ୟପ୍ରାଣୀ । ଦିନକ ଦିନ ହାତୀ ଠାରୁ ଆରମ୍ଭ କରି ବାଘ ଓ ଅନ୍ୟ ବନ୍ୟପ୍ରାଣୀ ଶିକାରୀଙ୍କ ଟାର୍ଗେଟ ବନୁଛନ୍ତି । ଏହାରି ଭିତରେ  ଫୁଲବାଣୀ ଖଜୁରିଆପଡାରେ ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ। ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ୍। ଏଥିସହ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଦୁଇ ଜଣ ସମ୍ପର୍କରେ ଦଦା ପୁତୁରା ହେବେ ବୋଲି ଜଣାପଡିଛି। କଲାରାପତିଆ ବାଘ ଛାଲ ଅନୁମାନିକ ମୂଲ୍ୟ ପାଖାପାଖି ୧୦ ଲକ୍ଷ ହେବ ବୋଲି ଜଣାପଡିଛି।