ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ପାଳନ ହେବ ୧୧ତମ ସମାଵର୍ତନ ଉତ୍ସବ

ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ପାଳନ ହେବ ୧୧ତମ ସମାଵର୍ତନ ଉତ୍ସବ

କଟକ: ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ପାଳନ ହେବ ୧୧ତମ ସମାଵର୍ତନ ଉତ୍ସବ। ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୨୦୨ ଛାତ୍ରଛାତ୍ରୀ ପାସ ଆଉଟ ହେବେ ।3 ଜଣ ଛାତ୍ରୀ ସ୍ଵର୍ଣ ପଦକ ରେ ପୁରସ୍କୃତ ହେବେ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କୁଳ ସଚିବ ବେଦ କୁମାରୀ । ସୁପ୍ରିମକୋର୍ଟ ବିଚାରପତି ସଞ୍ଜୀବ ଖାନା ଓ ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ , ଏଆଇ ନିର୍ଦ୍ଦେଶକ ବିବେକ ରାଘବନ ଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଯୋଗଦେବେ। ଏହାବ୍ୟତୀତ କୁଳପୁତୀ କହିଛନ୍ତି ଯେ ,  ବିଶେଷକରି ସମାଵର୍ତନ ଉତ୍ସବରେ , ଆଇନ ପାଠ୍ୟକ୍ରମରେ  ଏଆଇ ପ୍ରଯୁକ୍ତିବିଦ୍ୟା ର କିପରି ସଂଯୋଗ ହୋଇପାରିବ ତାହା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଗୁରତ୍ୱଆରୋପ କରିବେ ଏଆଇ ନିର୍ଦେଶକ ଛାତ୍ରଛାତ୍ରୀ ମାନଙ୍କୁ ଏଆଇ ନିର୍ଦେଶକଙ୍କ ଗୁରତ୍ୱଆରୋପ