ସାଇଲେଣ୍ଟ୍‌ କିଲର୍‌ ଏହି ରୋଗ 

ସାଇଲେଣ୍ଟ୍‌ କିଲର୍‌ ଏହି ରୋଗ 

ସାଇଲେଣ୍ଟ୍‌ କିଲର୍‌ ଏହି ରୋଗ 
ଆଜିକାଲିର ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁ ଆମେ କିଛି ଏଭଳି ରୋଗର ଶିକାର ହେଉଛୁ ଯାହା ସାଇଲେଣ୍ଟ୍‌ କିଲର ପାଲଟୁଛି । ଧିରେ ଧିରେ ଏହା ଶରୀରକୁ କ୍ଷତି ପହଚାଂଇବା ସହ ସମୟ ଆସିଲେ ଜୀବନ ନେଉଛି । ଆସନ୍ତୁ ଜାଣିବା କଣ ସେହି ରୋଗ । ଆର୍ଟରୀ ଡିଜିଜ୍‌ ବା (ଧମନୀ ରୋଗ) । ଏଥିରେ କରୋନାରୀ ଧମନୀ ସଙ୍କୁଚିତ ହୁଏ । ଏହା ହୃଦଘାତର କାରଣ ପାଲଟିପାରେ । ସ୍ଲିପ୍‌ ଏପ୍‌ନିଆ । ଏହା ଏକ ପ୍ରକାର ସ୍ଲିପ୍‌ ଡିସ୍‌ଅର୍ଡର) । ଏଥିରେ ଘୁଙ୍ଗୁଡ଼ି ମାରିବା ସହ ନିଦ୍ରାରେ ତିବ୍ର ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ଦେଖାଦେଇଥାଏ । ଶୋଇଥିବା ଅବସ୍ଥାରେ ହଠାତ କିଛି ସେକେଣ୍ଡ ପାଇଁ ନିଶ୍ୱାସ ବନ୍ଦ ହୋଇଯାଏ । ଏନିମିଆ ବା ରକ୍ତହୀନତା । ଏଥିଯୋଗୁ ଥକ୍କା, ଦୁର୍ବଳତା ଏବଂ ନିଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟା ଦେଖାଦିଏ । ଏହାଛଡା ଅଷ୍ଟିଓପୋରୋସିସ୍‌ ,ହାଡ ସମ୍ବନ୍ଧୀୟ ରୋ. କୋଲେଷ୍ଟ୍ରଲ ସମସ୍ୟା ,ମଧୁମେହ,ଉଚ୍ଚ଼ ରକ୍ତଚାପ ଆଦି ରୋଗ ସାଇଲେଣ୍ଟ କିଲର୍‌ ।