ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ହରିରାଜ ପୁର ପ୍ରାଥମିକ ଚିକିତ୍ସାଳୟ ଅଧିନରେ ଥିବା ଝାଡପଡ଼ା

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ହରିରାଜ ପୁର ପ୍ରାଥମିକ ଚିକିତ୍ସାଳୟ ଅଧିନରେ ଥିବା ଝାଡପଡ଼ା

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ହରିରାଜ ପୁର ପ୍ରାଥମିକ ଚିକିତ୍ସାଳୟ ଅଧିନରେ ଥିବା ଝାଡପଡ଼ା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ   ରୋଗି ମାନଙ୍କୁ ନେଇ ମାଗଣା ଚିିିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି ଚିକିତ୍ସା ଶିବିରରେ ମୁଖ୍ୟ ଅତିଥି ଭାବରେ ହରିରାଜ ପୁର ପ୍ରାଥମିକ ଚିକିତ୍ସାଳୟ ଆୟୁଷ ଡାକ୍ତର ତପନ କୁମାର ଦାସ, ଝାଡପଡା CHO  ଜସ୍ମିନୀ ପ୍ରଧାନ  ପ୍ରଭୃତି ଯୋଗ ଦେଇଥିଲେ  ଏହି ମାଗଣା ଚିିିକିତ୍ସା ଶିବିର ରେ  ଝାଡପଡା,ଜମୁନା, ରେଙ୍ଗଳ,ପାଟଣା, ମାଣତ୍ରୀ ଅଞ୍ଚଳ ରୁ ରୋଗିମାନେ ଙ୍କୁ ଚିକିତ୍ସା ସହିତ ଔଷଧ ମଧ୍ୟ ଯୋଗାଇ ଦିଆଯାଇଥିଲା  ତତ୍ ସହିତ ସଂକ୍ରମଣ ଏବଂ ଅଣ ସଂକ୍ରମଣ  ରୋଗ ବିଷୟରେ  ଲୋକ ମାନଙ୍କୁ ସଚେତନତା କରାଇବା ସହିତ  ଆଗ୍ରାମି ଦିନ ରେ  ଅଞ୍ଚଳ ର ସୁସ୍ଥ  ପରିବେଶ ଗଠନ କରିବାରେ ସହାୟକ ହେଵ ବୋଲି ଆଶା ରଖିବା ସହିତ ସମସ୍ତ ଅଞ୍ଚଳ ଵାସିଙ୍କର ସହଯୋଗ ଏବଂ ସଚେତନତା ରହିଲେ ସମସ୍ତ ଅଧିବାସୀ ନିରୋଗ ରହିପାରିଵେ । ପିପିଲିରୁ ପ୍ରଶାନ୍ତ  ଦିକ୍ଷୀତଙ୍କ ରିପୋର୍ଟ ୟୁବିସି ଓଡ଼ିଆ ।