ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, କାହାକୁ ମିଳିଲା କେଉଁ ପୁରସ୍କାର
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, କାହାକୁ ମିଳିଲା କେଉଁ ପୁରସ୍କାର
ନୂଆଦିଲ୍ଲୀ : ୬୮ତମ ଜାତୀୟ ସିନେମା ପୁରସ୍କାର ୨୦୨୦ ଘୋଷଣା ହୋଇଛି । ‘କାଲି ପାଇଁ କାଲିର ସିନେମା’କୁ ବେଷ୍ଟ ବୁକ୍ ଅନ୍ ସିନେମା ସମ୍ମାନ ଦିଆଯାଇଛି । ସୂର୍ୟ୍ୟ ଦେଓଙ୍କ ଲିଖିତ ବହି ହେଉଛି ‘କାଲି ପାଇଁ କାଲିର ସିନେମା’ ।
ସୂର୍ୟ୍ୟ ଦେଓ-ଜାତୀୟ ଫିଲ୍ମ ପୁରସ୍କାର
ଅଜୟ ଦେବଗନ - ଶ୍ରେଷ୍ଠ ଅଭିନେତା- ତାନାଜି ସିନେମା
ସୁରିୟା- ଶ୍ରେଷ୍ଠ ଅଭିନେତା- ସୁରାଇ ପଟାରୁ ଫିଲ୍ମ
ଅପର୍ଣ୍ଣା ବାଲମୁରଲୀ-ଶ୍ରେଷ୍ଠ ଅଭିନେତ୍ରୀ- ସୁରାଇ ପଟାରୁ ଫିଲ୍ମ
ବିଶାଲ-ଭରଦ୍ୱାଜ- ଶ୍ରେଷ୍ଠ ସଙ୍ଗୀତ ନିଦେ୍ର୍ଧଶକ
ସଚ୍ଚିଦାନନ୍ଦ କେ ଆର- ଶ୍ରେଷ୍ଠ ନିଦେ୍ର୍ଧଶକ
ବିଜୁ ମେନନ୍ -ଶ୍ରେଷ୍ଠ ସହଅଭିନେତା
ଲକ୍ଷ୍ମୀପ୍ରିୟା ଚନ୍ଦ୍ରମୌଳି- ଶ୍ରେଷ୍ଠ ସହଅଭିନେତ୍ରୀ
ଶ୍ରେଷ୍ଠ ଗାୟକ- ରାହୁଲ ଦେଶ ପାଣ୍ଡେ