ଧନିଆର ଉପକାରିତା
ଭୁବନେଶ୍ବର: ଧନିଆକୁ ଆମେ ସାଧାରଣତଃ ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବହାର କରିଥାଉ । ଧନିଆରେ ଅନେକ ଉପକାରୀ ଗୁଣ ରହିଛି । ଯାହାକୁ ନିୟମିତ ଖାଇଲେ ଏଥିରେ ଥିବା ଭିଟାମିନ୍-ଏ ଆପଣଙ୍କ ଦୃଷ୍ଟିଶକ୍ତି ବଢାଏ । ଧନିଆ ଖାଇଲେ ଅଜୀର୍ଣ୍ଣ ସମସ୍ୟା ଦୂର ହୁଏ । ଏଥିରେ ଥିବା କ୍ୟାଲେସିୟମ ରକ୍ତଚାପ ରୋଗ ସମସ୍ୟା ଦୂରକରେ । ଧନିଆର ନିୟମିତ ସେବନ ଦ୍ୱାରା କୋଲେଷ୍ଟର ନିୟନ୍ତ୍ରିତ ହେବା ସହ ଅସ୍ଥି ମଜବୁତ ହୁଏ । ଲଥିରେ ଥିବା ଆଇରନ୍ ତତ୍ତ୍ୱ ରକ୍ତହୀନତା ସମସ୍ୟା ଦୂରକରେ ।




admin 