ନୂଆପଡ଼ା ଯିବେ ୫-ଟି ସଚିବ; ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ ?
ନୂଆପଡ଼ା: ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଆସନ୍ତା ୨୧ ତାରିଖରେ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି । ଗସ୍ତ ବେଳେ ସେ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିବା ସହ ପର୍ୟ୍ୟଟନସ୍ଥଳୀ ଏବଂ ଧର୍ମାନୁଷ୍ଠାନ ପରିଦର୍ଶନ କରିବେ । ଜିଲ୍ଲାର ପର୍ୟ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଭଳି କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଯୋଜନା କରିବେ ବୋଲି ଜିଲ୍ଲାବାସୀ ଆଶାବାଦୀ ଅଛନ୍ତି । ଏଥିପାଇଁ ଶାସକ ଦଳ ଓ ପ୍ରଶାସନ ମଧ୍ୟରେ ଘନଘନ ବୈଠକ ଲାଗି ରହିଛି ।




admin 