ଡାଇବେଟିସ୍‌ ରୋଗୀ ଖାଆନ୍ତୁ ଏହି ମିଠା

ଡାଇବେଟିସ୍‌ ରୋଗୀ ଖାଆନ୍ତୁ ଏହି ମିଠା

ଆଜିକାଲି ଅନେକ ଲୋକ ଡାଇବେଟିସ୍‌ ରୋଗରେ ପୀଡିତ । ତେଣୁ ସୁଗାର ଖାଇବାକୁ ବାରଣ ହୋଇଥାଏ । ଏଭଳି ସ୍ଥିତିରେ ଆପଣ କିଛି ନାଚୁରାଲ ସ୍ୱିଟନର ବ୍ୟବହାର କରିପାରିବେ । ଯେମିତିକି ଚିନି ବଦଳରେ ଗୁଡର ବ୍ୟବହାର । ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ମହୁକୁ ପୋଷକ ତତ୍ତ୍ୱର ଉତ୍ସ କୁହାଯାଏ ଓ ଏଥିରୁ ନାଚୁରାଲ ସୁଗାର ମିଳିଥାଏ । ଏହାକୁ ମଧ୍ୟ ଖାଇପାରିବେ । ମିଶ୍ରି ଡାଇବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ । ଏଥିରେ ରହିଛି ଅନେକ ପୋଷକ ତତ୍ତ୍ୱ । ଏହାକୁ ଆପଣ ଡାଏଟରେ ବି ସାମିଲ କରିପାରିବେ । ଖଜୁରୀକୁ ଗୁଣ୍ଡ କରି ଏହାର ପାଉଡରକୁ ଚିନି ଭଳି ବ୍ୟବହାର କରାଯାଏ । ଚିନି ଅପେକ୍ଷା ଏଥିରେ କମ୍‌ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ସହ କିଛି ଭିଟାମିନ୍‌ ଓ ମିନେରାଲ୍ସ ରହିଛଇ ।ଯାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଲାଭବାନ ସାବ୍ୟସ୍ତ ହୋଇଛି ।