ମନସ୍କାମନା ପୂରଣ କରିବା ଶ୍ରୀକୃଷ୍ଣଙ୍କ ଫଟୋ

ମନସ୍କାମନା ପୂରଣ କରିବା ଶ୍ରୀକୃଷ୍ଣଙ୍କ ଫଟୋ

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ତଥା ବୈବାହିକ ସମ୍ପର୍କରେ ମଧୁରତା ଆଣିବା ପାଇଁ ନୃତ୍ୟ କରୁଥିବା ମୟୂର ଏବଂ ରାଧା-କୃଷ୍ଣଙ୍କ ଯୁଗଳ ଫଟୋକୁ ଉତ୍ତର ଦିଗରେ କାନ୍ଥରେ ଲଗାଇବା ଉଚିତ ।

ଦମ୍ପତିମାନେ ଶୟନ କକ୍ଷରେ ଶ୍ରୀକୃଷ୍ଣଙ୍କ ଶିଶୁ ସ୍ୱରୂପ କିମ୍ବା ଗାଈ ସହିତ ବାଛୁରୀର ଚିତ୍ର ରଖିପାରିବେ । ଗର୍ଭାବସ୍ଥାରେ ଶ୍ରୀକୃଷ୍ଣଙ୍କ ଶିଶୁ ରୂପ ଦେଖିବା ଦ୍ୱାରା ସକରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି ।

ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ସମନ୍ୱୟ ଏବଂ ଆତ୍ମବିଶ୍ୱାସର ଅଭାବ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ପର୍ବତକୁ ଅଙ୍ଗୁଳିରେ ଧରିଥବାର ଚିତ୍ର ଘରର ଏପରି ସ୍ଥାନରେ ଲଗାନ୍ତୁ, ଯାହା ଉପରେ ସମସ୍ତଙ୍କ ଦୃଷ୍ଟି ପଡ଼ୁଥିବ । ଏହି ଫଟୋରେ ଶ୍ରୀକୃଷ୍ଣଙ୍କ ସହିତ ଗୋମାତାଙ୍କ ସହିତ ଗୋପ ସଖା ଏବଂ ନରନାରୀମାନେ ମଧ୍ୟ ଥିବେ ।