ସୌମ୍ୟଙ୍କ ଉପରେ ବିଜେଡିର ଆକ୍ସନ

ସୌମ୍ୟଙ୍କ ଉପରେ ବିଜେଡିର ଆକ୍ସନ

ଭୁବନେଶ୍ୱର : ଆସିଲା ବଡ ଖବର । ବିଜେଡିର ଉପସଭାପତି ପଦରୁ ସୌମ୍ୟଙ୍କୁ ବିଦା । ଦଳକୁ ସମାଲୋଚନା କରିବା ସୌମ୍ୟଙ୍କୁ ପଡିଲା ମହଙ୍ଗା । ମୌମ୍ୟଙ୍କ ଉପରେ ବିଜେଡିର ବଡ ଆକ୍ସନ । ସୌମ୍ୟଙ୍କୁ ବିଜୁ ଜନତା ଦଳର ଉପସଭାପତି ପଦରୁ ହଟାଗଲା । କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଖୋଦ ବିଜୁ ଦନତା ଦଳର ସୁପ୍ରିମ ନବୀନ ପଟ୍ଟନାୟକ  ।

ନିଜର ସମ୍ପାଦକୀୟ ଲେଖିବା ଓ ସରକାରଙ୍କୁ ସାମାଲୋଚନା କରିବାକୁ ନେଇ ବେଶ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ସୌମ୍ୟ । ଦଳ ଓ ପ୍ରଶାସନକୁ ନେଇ ନିଦ ଦଳକୁ ଆଡୁଆରେ ପକାଇଥିଲେ ସେ ।