ମେଟ୍ରୋ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା
ନୂଆଦିଲ୍ଲୀ:ମେଟ୍ରୋ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା । ମେଟ୍ରୋ ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା । ମେଟ୍ରୋର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ମେଟ୍ରୋ କାମ ପ୍ରକ୍ରୀୟା ଆଗକୁ ନେବା ପାଇଁ ଆସନ୍ତା ୧୮ ତାରିଖରେ ପ୍ରଥମ ବୈଠକ ବସିବ । ୪ବର୍ଷ ଭିତରେ ମେଟ୍ରୋ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
୨୧୦କୋଟି ବ୍ୟୟ ବରାଦ ରଖାଯାଇଥିବା ବେଳେ ଖୁବ୍ ଶୀଘ୍ର ଆରମ୍ଭ ହେବ ଟେଣ୍ଡର ପ୍ରକ୍ରୀୟା । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଦାୟିତ୍ୱ ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି, ଭୁବନେଶ୍ୱରରେ ଟ୍ରାଫିକ୍ ସର୍ଭ?, ଟୋପାଗ୍ରାଫିକ୍ ସର୍ଭ?, ପରିବେଶ ଓ ସାମାଜିକ ପ୍ରଭାବ ଆଦି ଉପରେ ବିଚାର ବିମର୍ଶ କରିବା ପରେ ବିସ୍ତୁତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଥିଲା ।




admin 